ତାଇଓ୍ବାନ ଉପରଦେଇ ଡୋଙ୍ଗଫେଙ୍ଗ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି ଚୀନ

ତାଇପେଇ : ତାଇଓ୍ବାନକୁ ଆମେରିକା ପ୍ରତିନିଧି ସଭା ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରେ ଚୀନ ପକ୍ଷରୁ ଗୁରୁବାରଠାରୁ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ ଆରମ୍ଭ କରାଯାଇଛି। ତାଇଓ୍ବାନର ଚାରିପଟେ ଗଭୀର ସମୁଦ୍ରରେ ଥିବା ୬ଟି ଜୋନରେ ଏହି ଯୁଦ୍ଧାଭ୍ୟାସ କରାଯାଉଛି। ଏହି ଯୁଦ୍ଧାଭ୍ୟାସରେ ଚୀନର ରକେଟ ଫୋର୍ସ, ନୌସେନା,ବାୟୁସେନା ଓ ସେନା ଅଂଶଗ୍ରହଣ କରୁଛି। ଚୀନ ପକ୍ଷରୁ ଏହାକୁ ଯୁଦ୍ଧାଭ୍ୟାସ କୁହାଯାଉଥିଲେ ବି ତାହା ଏକ ପ୍ରକୃତ ଯୁଦ୍ଧର … Continue reading ତାଇଓ୍ବାନ ଉପରଦେଇ ଡୋଙ୍ଗଫେଙ୍ଗ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି ଚୀନ